ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

କେନ୍ଦ୍ରାପଡ଼ା- ଚାନ୍ଦବାଲି ରାସ୍ତାର ତାରିଣୀ ଛକରେ ଏକ ଅଜଣା ଗାଡି ଧକ୍କାରେ ଆଜି ସନ୍ଧ୍ୟାରେ ଦୁଇ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି l

ଯୁବକ ଦୁଇଜଣ କେନ୍ଦ୍ରାପଡ଼ାରୁ ଭଦ୍ରକର ମତୋ ଅଞ୍ଚଳକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା l ଦୁର୍ଘଟଣା ଘଟାଇଥିବା ସନ୍ଦେହରେ ଦୁଇଟି ହାଇୱାକୁ ଲୋକମାନେ ଅଟକ ରଖିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes