ଅଙ୍ଗନୱାଡି ପରିସରରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

ଆଜି ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ତେଜାଗୋଲା ଗ୍ରାମର
ୱ।ର୍ଡ ନମ୍ବର ଏକ ଅଙ୍ଗନବାଡି ସେଣ୍ଟର ଠାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶୁବାସିନି ଭୁଏ ଯୋଗ ଦେଇ ପିଲାମାନଙ୍କୁ ନୂତନ ପୋଷାକ ବଣ୍ଟନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes