ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ସୋମବାର ତାଲା ବନ୍ଦ ଆନ୍ଦୋଳନ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ପ୍ରତିଦିନ ଅଧରାତିରେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ନେଇ ବିନିକା ଯୁବ ସଂଗଠନ ପକ୍ଷରୁ ୨୮ତାରିଖରେ ଏସଡିଓଙ୍କୁ ଦାବିପତ୍ର ଦିଆଯାଇଥିଲା ହେଲେ ଅବସ୍ଥା ୩ଦିନ ଭିତରେ ନ ସୁଧୁରିବାରୁ ଆସନ୍ତାକାଲି (ସୋମବାର) ଏସଡିଓ ଅଫିସ ତାଲା ଦିଆଯିବ ବୋଲି ସଂଗଠକ ଶ୍ରୀନିବାସ ଖମାରୀ ସୂଚନା ଦେଇ ଦଳମତ ନିର୍ବିଶେଷରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes