ଅଘୋଷିତ ବିଦ୍ୟୁତ କାଟ ବନ୍ଦ ପାଇଁ ଏସଡିଓଙ୍କୁ ଦାବିପତ୍ର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ପ୍ରତିଦିନ ଅଧ ରାତିରେ ଅଘୋଷିତ ବିଦ୍ୟୁତ କାଟ ଉପଭୋକ୍ତା ଅଭିଯୋଗ କରିଥିବା ବେଳେ କମ୍ପାନୀର ପ୍ରତିକ୍ରିୟା ମିଳିନାହିଁ।

୩ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଏସଡିଓ ଘେରାଉ କରାଯିବ ବୋଲି ଆଜି ସହରର ଯୁବ ସଂଗଠନ ତରଫରୁ ଦାବିପତ୍ର ପ୍ରଦାନ କରାଯାଇ ଚେତାବନୀ ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes