ଅଗ୍ନି ବିପନ୍ନଙ୍କୁ ସହିଦ ଭଗତ ସେନାର ସହାୟତା

ଭଦ୍ରକ ବ୍ଲକ ଅନ୍ତର୍ଗତ ସାହାଡ଼ା ପଞ୍ଚାୟତର ସମିଁଆ ଗ୍ରାମର ଉପେନ୍ଦ୍ର ବେହେରାଙ୍କ ର ଚାରିବଖରା ଘର ପୋଡ଼ି ପାଉଁଶ ହେବାର ଖବର ପାଇ ଶହୀଦ୍ ଭଗତ୍ ସେନା ପରିବାର ମୁଖ୍ୟ ସିତାଂସୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ସେନା ପରିବାରର ଅନେକ ଯୁବ ସଦସ୍ୟ ସେଠାରେ ପହଞ୍ଚି ଅସହାୟ ପରିବାରକୁ ପାଲ,ଚାଉଳ,ଚୁଡ଼ା,ଆଳୁ,ଡାଲି,ଗୁଡ, ବିସ୍କୁଟ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes