ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ପୋଷାକ ଭତ୍ତା

ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀଙ୍କୁ ଏଣିକି ସରକାରଙ୍କ ପକ୍ଷରୁ ପୋଷାକ ବଦଳରେ ପୋଷାକ ଭତ୍ତା ମିଳିବ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି l

ଆସିଷ୍ଟାଣ୍ଟ ଫାୟାର ଅଫିସରନମ ଠାରୁ ଷ୍ଟେସନ ଅଫିସରଙ୍କୁ ବାର୍ଷିକ 5700 ଟଙ୍କା, ହାବିଲଦାର ମେଜରରୁ ଫାୟାରମ୍ୟାନ ଏବଂ ଡ୍ରାଇଭର, ହେଲପର ପାହ୍ୟାଙ୍କୁ ବାର୍ଷିକ 5800 ଏବଂ ଫଲୋଅର ଅର୍ଡରଲିଙ୍କୁ 2 ହଜାର ଟଙ୍କା ମିଳିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes