ଅଗ୍ନିକାଣ୍ଡ ଘଟି ଧାନ ଖରି ସହ ପୁଆଲ ଭାଡି ପାଉଁଶ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁଠିପଦର ଗ୍ରମାର ସାଧୁ ପଧାନ ନିଜ ଖଲାରେ ରଖିଥିବା ଧାନ ଖରି ଓ ପୁଆଲ ଭାଡିରେ କୈାଣସି କାରଣରୁ ନିଆଁ ଲାଗିଯାଇଥିଲା।

ଖବର ପାଇ ବୀରମହାରାଜପୁର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଧାନ ଖରି ଓ ପୁଆଲ ଭାଡି ସମ୍ପୁର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes