ଅଖି ମୁଠୀ ଅନୁକୂଳ କଲେ ଦକ୍ଷତା ବିକାଶ ମନ୍ତ୍ରୀ

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଓରିଆ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ତେଲକୋଇ କୃଷି ଅଧିକାରୀ ସାମିଲ ହୋଇଥିଲେ ।

ରାଜ୍ୟ ବିକାଶ ଓ ଦକ୍ଷତା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଠି ଅନୁକୁଳକୁ ଉଦଘାଟନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes