ଅକ୍ଷି ମୁଠିର ଶୁଭ ଅନୁକୂଳ କରୁଛନ୍ତି ପ୍ରଧାନ ଶିକ୍ଷକ

ଆଜି ଅକ୍ଷୟ ତୃତୀୟା ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର କୁହିବାହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ମୂରଲୀଧର ବିଶ୍ଵାଳ ନିଜ କ୍ଷେତରେ ପୂଜାର୍ଚ୍ଚନା ପୂର୍ବକ ଅକ୍ଷି ମୁଠିର ଶୁଭ ଅନୁକୂଳ କରୁଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes