ଅକ୍ଟୋବର 9 ପର୍ଯ୍ୟନ୍ତ ଖୋଲା ରହିବ ବୟନିକା ହସ୍ତତନ୍ତ ମେଳା

ଭୁବନେଶ୍ୱରର ୟୁନିଟ -3 ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେଉଥିବା 21 ତମ ଜାତୀୟ ସ୍ତରୀୟ ବୟନିକା ହସ୍ତତନ୍ତ ମେଳା ଆସନ୍ତା ଅକ୍ଟୋବର 9 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି l
ଆଜି ସନ୍ଧ୍ୟାରେ ମନ୍ତ୍ରୀ ରିତା ସାହୁ ମେଳାକୁ ଉଦଘାଟନ କରିଥିବା ବେଳେ ବିଧାୟକ ଅନନ୍ତ ନାରାୟଣ ଜେନା, କମିଶନର ତଥା ସଚିବ ଶୁଭା ଶର୍ମା, ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes