ଅକ୍ଟୋବର 2 ରୁ ନଭେମ୍ବର 2 ବିଜେଡିର ଜନସମ୍ପର୍କ ଯାତ୍ରା

ଆସନ୍ତା ଅକ୍ଟୋବର 2 ତାରିଖରୁ ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବିଜେଡ଼ି ପକ୍ଷରୁ ପଦଯାତ୍ରା ଆୟୋଜନ କରାଯିବ l ଏହି ଅବସରରେ ଲୋକଙ୍କୁ ଦଳର ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବାକୁ ଦଳର ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes