ଅକ୍ଟୋବର 1 ରୁ ଏଚଏସଆରପି ବିହୀନ ଗାଡି ବିରୋଧରେ କାର୍ଯ୍ୟାନୁଷ୍ଠାନ

01.04.2019 ପୂର୍ବରୁ ପଞ୍ଜିକୃତ ହୋଇଥିବା ପୁରୁଣା ଗାଡିର ନମ୍ବର ଯାହାକି 1,2,3,4 ସହିତ ଶେଷ ହୋଇଥିବ ସେମାନଙ୍କ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟର ସମୟ ସୀମା ସେପ୍ଟେମ୍ବର 30 ରେ ଶେଷ ହେବ l
ତେଣୁ ଅକ୍ଟୋବର 1 ତାରିଖରୁ ଏଥିରେ ଉଲ୍ଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes