ୱାର୍ଡ ନମ୍ବର ୪ ବାଙ୍ଗୁଆରୀ ଗ୍ରାମରେ ମେୟର

ୱାର୍ଡ ନମ୍ବର 4 ଅନ୍ତର୍ଗତ ବାଙ୍ଗୁଆରୀ ଗ୍ରାମରେ ବରିଷ୍ଠ ନାଗରିକଙ୍କ ସହ ଆଜି ମେୟର ସୁଲୋଚନା ଦାସ ଆଲୋଚନା କରିଛନ୍ତି l

ସ୍ଥାନୀୟ କର୍ପୋରେଟର ଏବଂ ନେତାମାନଙ୍କୁ ମଧ୍ୟ ଭେଟି ସେହି ଅଞ୍ଚଳର ଲୋକଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି l ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version