ୱାର୍ଡ ନମ୍ବର ୩୪ ବୁଲିଲେ, ୱାର୍ଡ କାର୍ଯ୍ୟାଳୟ ମିଟିଂ କଲେ ମେୟର

ଆଜି ସକାଳେ ୱାର୍ଡ ନମ୍ବର ୩୪ରେ ଥିବା ୱାର୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ l

ଏହି ଅବସରରେ ସେ ସ୍ଥାନୀୟ କର୍ପୋରେଟର, ପୂର୍ବତନ କର୍ପୋରେଟର ଏବଂ ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ବିଭିନ୍ନ ବିଷୟରେ ଫଳପ୍ରଦ କଥାବାର୍ତ୍ତା ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes