ୱାର୍ଡ ନମ୍ବର ୨୫ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୭ତମ ଜୟନ୍ତୀ ପାଳିତ

ବିଶିଷ୍ଟ ସାନ୍ତାଳୀ ଭାଷା ଗବେଷକ ତଥା ଅଲ୍ ଚିକି ଲିପିର ଜନକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୭ତମ ଜୟନ୍ତୀ ପାଳିତ ହୋଇଯାଇଛି।

ସାନ୍ତାଳୀ ସମାଜର ଉନ୍ନତି ଏବଂ ଅଲ ଚିକି ଲିପିକୁ ବ୍ୟାପକ କରିବା ସହ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଚିର ସ୍ମରଣୀୟ। ଏହି ଅବସରରେ ଆଜି ନଗରପାଳ କୃଷ୍ନାନନ୍ଦ ମହାନ୍ତି ଏବଂ କାଉନସିଲର ଦେବାଶିଷ ପାତ୍ର ବାରିପଦା ୱାର୍ଡ ନମ୍ବର ୨୫ ସ୍ଥିତ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version