ୱାର୍ଡ ନମ୍ବର ୧୩ ବୁଲି ସମସ୍ୟା ବୁଝିଲେ ମେୟର

ଭୁବନେଶ୍ୱର ମେୟର ସୁଲୋଚନା ଦାସ ସ୍ଥାନୀୟ କର୍ପୋରେଟର ଇତିଶ୍ରୀ ଦାସଙ୍କ ସହ ଆଜି ସକାଳେ ୱାର୍ଡ ନମ୍ବର ୧୩ ପରିଦର୍ଶନ କରିଛନ୍ତି l

ଏହି ଅଞ୍ଚଳରେ ଅଳିଆ ଆବର୍ଜନା ସଫା କରିବା ପାଇଁ ତଦାରଖ କରିଥିଲେ l ପ୍ରଦୂଷଣକୁ ଏଡାଇବା ଏବଂ ରୋଗକୁ ରୋକିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ l ଏଥିସହି ଲୋକଙ୍କଠାରୁ ବିଭିନ୍ନ ସମସ୍ୟା ବୁଝି ତାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes