ୱାର୍ଡ ନଂ ୧୩ ଅଞ୍ଚଳରେ ଡ୍ରାଏ ଡେ କାର୍ଯ୍ୟକ୍ରମ

ବିଏମସି ପକ୍ଷରୁ ଡେଙ୍ଗୁ ଏବଂ ପରିମଳ ସଚେତନତା ନେଇ ଚାଲିଥିବା ଡ୍ରାଏ ଡେ କାର୍ଯ୍ୟକ୍ରମ ଆଜି ସକାଳେ ୱାର୍ଡ ନଂ ୧୩ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି l

ଏଥି ସହିତ ସଚେତନତା ରଥରେ ବୁଲି ଲୋକଙ୍କୁ ସଚେତନ କରାଇଥିଲା l ଏଥିରେ କିଛି ସ୍ଥାନୀୟ ସଂଗଠନ ଓ ଜନସାଧାରଣ ସାମିଲ ହୋଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes