ଗଜପତି ଜିଲ୍ଲା ମୋହନାରେ ମାଟି ତଳୁ ନିଖୋଜ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ୯ ଜଣଙ୍କୁ ଗିରଫ କଲା ମୋହନା ପୋଲିସ।
ଯୁବକଙ୍କୁ ମାରି ପାହାଡ଼ ଉପରେ ପୋତି ଦେଇଥିଲେ। ଗୁଣି ସନ୍ଦେହରେ ହତ୍ୟା ଅଭିଯୋଗ କରିଥିଲେ ପରିବାର ଲୋକେ।
Credible Local News of Odisha