୯୫ ପ୍ରତିଶତ ଘର ଗଣନା ଶେଷ

ରାଜ୍ୟରେ ୯୫% ଘର ଗଣନା ଶେଷ ହୋଇଛି ନେଇ ସୂଚନା ଦେଲେ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ।

କୋଟିଆରେ ଶତ ପ୍ରତିଶତ ଓ କୋରାପୁଟରେ ୯୦ ପ୍ରତିଶତ ଶେଷ ହୋଇଛି। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଘରଗଣନା ଏକ ପ୍ରକାର ଶେଷ ହେବା ସ୍ଥିତିରେ କହିଛନ୍ତି ନିଖିଲ ପୱନ କଲ୍ୟାଣ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes