୮ ଲିଟର ରନ୍ଧା ଦେଶୀ ମଦ ଜବତ, ଜଣେ ଗିରଫ

ସୋନପୁର ଜିଲ୍ଲା ଅନ୍ତର୍ଡ଼ା ଛକରୁ ୮ ଲିଟର ରନ୍ଧା ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି ପୁଲିସ।

ଏ ନେଇ ତରଭା ଥାନାରେ ମାମଲା ରୁଜୁ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes