ସୁବର୍ଣ୍ଣପୁର ବ୍ଲକ ଛକରୁ ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଛି। କାର୍ ଯାଞ୍ଚ ବେଳେ ଜବତ ସହ ୨ ଜଣଙ୍କୁ ଗିରଫ କଲା ସୋନପୁର ପୋଲିସ।
ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ଜଣେ ନୟାଗଡ଼ର।ବରଗଡ଼ ଜିଲ୍ଲାରୁ ଟଙ୍କା ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି।
Credible Local News of Odisha