୮ କ୍ୱିଣ୍ଟାଲ ୪୯ କେଜି ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଶ୍ରୀମାଲ୍ ଛକରୁ ଜବତ କରିଛି ପୁଲିସ।

ଟ୍ରକରେ ବାହାର ରାଜ୍ୟକୁ ଚାଲାଣ ବେଳେ ଧରାପଡ଼ିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes