୮ ଆନ୍ଦୋଳନରତ ଡ୍ରାଇଭର ଗିରଫ

ଡ୍ରାଇଭରଙ୍କୁ ଆନ୍ଦୋଳନରତ ଡ୍ରାଇଭର ପିଟିବା ଘଟଣାରେ ୮ ଆନ୍ଦୋଳନରତ ଡ୍ରାଇଭରଙ୍କୁ ଗିରଫ କଲା ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ପୁଲିସ। ବଲାଙ୍ଗିର-ସୋନପୁର NH ୫୭ ଟୋଲ୍ ଗେଟ୍‌ ନିକଟରେ ଆକ୍ରମଣ ହୋଇଥିଲା। ଆନ୍ଦୋଳନ ସତ୍ତ୍ବେ ଗାଡ଼ି ଚଲାଉଥିବାରୁ ଡ୍ରାଇଭର ସଂଘ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଡ୍ରାଇଭର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes