୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଲୁଟ୍‌ ହେଉଥିଲା ରାସନ

ନୂଆ ସରକାର E-KYC ପ୍ରକ୍ରିୟା କରିବା ପରେ ସାମ୍ନାକୁ ଏହି ତଥ୍ୟ ଆସିଛି ନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।

ଗତ ୨ ବର୍ଷରେ ୩୪,୯୩୯ ଅଯୋଗ୍ୟ ରାସନ କାର୍ଡଧାରୀଙ୍କ କାର୍ଡ ରଦ୍ଦ କରାଯାଇଛି। ୭ ଲକ୍ଷ ୭୫ ହଜାର ୬୪ ଜଣ ମୃତକଙ୍କୁ ରାସନ କାର୍ଡରୁ ବାଦ୍‌ ଦିଆଯାଇଛି କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes