୭ ଗାଈ ଉପରେ ଏସିଡ୍ ମାଡ଼

ବ୍ରହ୍ମପୁର ଗାନ୍ଧୀନଗର ମାରୁତି ବିହାରରେ ଏହି ଘଟଣା ଘଟିଛି। ବାଡ଼ ଭାଙ୍ଗି ଗାଈ ଓ ବାଛୁରୀ ବାଡ଼ି ଭିତରେ ପଶିବାରୁ ଏସିଡ୍ ଫିଙ୍ଗିଲେ।

ଏସିଡ୍ ପିଙ୍ଗିଥିବା ବ୍ୟକ୍ତିଙ୍କ ନାଁରେ ବ୍ରହ୍ମପୁର ଟାଉନ ଥାନାରେ ଏତଲା ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes