୭ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୋ କଜ୍ ନୋଟିସ୍

ପ୍ରୋଭିଜନାଲ୍ ପେନ୍‌ସନ୍ ରିଲିଜ୍ ନକରିବାରୁ ସୋ କଜ୍ ନୋଟିସ କରିଛି ଉଚ୍ଚ ଶିକ୍ଷା ବିଭାଗ।

୩ ଦିନ ଭିତରେ ଉତ୍ତର ରଖିବାକୁ ଉଚ୍ଚ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛି।୩ ଦିନରେ ଉତ୍ତର ନରଖିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes