୭୫ ଲିଟର ମହୁଲି ମଦ ଜବତ, ୧୨ଶହ କେଜି ପୋଚ ନଷ୍ଟ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଅବକାରୀ ବିଭାଗ ଆଜି ଗୟଳମରା ନିକଟରେ ଅଚାନକ ଚଢ଼ାଉ କରି ବାସନ୍ତୀ ହାଁସଦାଙ୍କ ନିକଟରୁ ୭୫ ଲିଟର ମହୁଲି ମଦ ଜବତ କରିବା ସହ ୧୨ଶହ କେଜି ପୋଚ ନଷ୍ଟ କରିଛି ଅବକାରୀ ବିଭାଗ ।

ଏ ନେଇ ବିଭଗୀୟ ଅଧିକାରୀ ଅଭିରାମ ବେହେରା ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes