୬.୮୮ କୋଟି ଠକେଇ: ଆଉ ଜଣେ ଗିରଫ

୬.୮୮ କୋଟିର ବ୍ୟାଙ୍କ ଠକେଇ ମାମଲାରେ କଟକର ପ୍ରଦୀପ୍ତ ଲେଙ୍କାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW। ଜାଲ୍‌ କାଗଜପତ୍ର ଦେଇ ୨୮୨ଟି କ୍ରେଡିଟ୍ ଲୋନ୍ ନେବା ଅଭିଯୋଗ ହୋଇଛି। ତଦନ୍ତରେ ଅଭିଯୁକ୍ତଙ୍କ ଖାତାକୁ ୩.୨୩ ଲକ୍ଷ ଟଙ୍କା ଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୨୨ରୁ ୨୦୨୩ ମଧ୍ୟରେ ବ୍ୟାଙ୍କ ଟଙ୍କା ଠକେଇ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes