୬ ଲିଟର ରନ୍ଧା ଦେଶୀ ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଡବାହାଲି ଛକରୁ ୬ ଲିଟର ରନ୍ଧା ଦେଶୀ ମଦ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ତରଭା ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes