୬ ମହଲା ବାଲକୋନୀରୁ ପଡ଼ି ଦେଢ଼ ବର୍ଷର ଶିଶୁପୁତ୍ର ମୃତ

ସମ୍ବଲପୁର ଭୂଷଣ କାରଖାନା କ୍ବାର୍ଟରର ୬ ମହଲାରୁ ପଡ଼ି ଶିଶୁପୁତ୍ରର ମୃତ୍ୟୁ ଘଟିଛି।

ବାଲକୋନୀରେ ଖେଳୁଥିବା ବେଳେ ତଳେ ପଡ଼ି ଯାଇଥିଲା ଶିଶୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version