୬ ଡକାୟତଙ୍କୁ ବାନ୍ଧିଲା ବରେଇପାଲି ଥାନା ପୁଲିସ

ସମ୍ବଲପୁର ଜିଲ୍ଲା ଡେଙ୍ଗସରଗୀ ଅଞ୍ଚଳର ଜଣଙ୍କ ଘରୁ ଚୋରି ଅଭିଯୋଗରେ ୬ ଡକାୟତଙ୍କୁ ଗିରଫ କରିଛି ପୁଲିସ।

୨୭ ତାରିଖରେ ଏମାନେ ଲୁଟ୍‌ କରିଥିଲେ। ଗିରଫ ଅଭିଯୁକ୍ତ ବରଗଡ଼ର ବୋଲି ସୂଚନା ମିଳିଛି। ୪୦ ଗ୍ରାମ ସୁନା, ୨୧ ହଜାର ଟଙ୍କା, ଖଣ୍ଡା, ଲାପ୍‌ଟପ୍‌ ଜବତ ହୋଇଛି। ୨୨ଟି ମୋବାଇଲ ସହ ୨ଟି ନମ୍ବର ବିହୀନ କାର୍‌ ମଧ୍ୟ ଜବତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes