୬ କୋଟି ଠକେଇ ମାମଲାରେ ଭୁବନେଶ୍ୱରରୁ ଜଣେ ଗିରଫ

ବେଆଇନ୍ ଲୋନ୍ ଆପରେ ସାଢ଼େ ୬ କୋଟି ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରିଛି ଇଓଡବ୍ଲୁ।

ଗିରଫ ଯୁବକ ଜଣକ ହେଲେ ତରୁନ ଦୁଦେଜା। ତାଙ୍କ ଠାରୁ ୪୧ଟି ସିମ୍ କାର୍ଡ ଜବତ ହୋଇଛି। ଏହା ପୂର୍ବରୁ ଇଓଡବ୍ଲୁ ଜଣକୁ ଗିରଫ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version