୬ କୋଟିର ଠକେଇ: ସାଇବର ଠକ ଗିରଫ

୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସାଇବର ଠକେଇ ମାମଲାରେ ଆନ୍ଧ୍ରର ଜଣଙ୍କୁ ଗିରଫ କରିଛି ପୁଲିସ। ବେଦଗିରି ଶ୍ରୀନିବାସ ରାଓଙ୍କୁ ଭୁବନେଶ୍ବରରୁ ଗିରଫ କଲା କ୍ରାଇମବ୍ରାଞ୍ଚ।

ପୂର୍ବରୁ ଏହି ମାମଲାରେ ସୁରତରୁ ୫, ଲୁଧିଆନାରୁ ଜଣେ ଗିରଫ ହୋଇଥିଲେ। ଫେକ୍ ଟ୍ରେଡିଂ ପ୍ଲାଟଫର୍ମରେ ଠକେଇ କରି ଧରାପଡ଼ିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes