୬୦୦ କୋଟିର ବିଦ୍ୟୁତ ଭିତ୍ତିଭୂମି ଲୋକାର୍ପଣ

ବାଲିଅନ୍ତାରେ ଭୁବନେଶ୍ୱର ବିଦ୍ୟୁତ ଶକ୍ତି ବ୍ୟବସ୍ଥାର ସମ୍ପ୍ରସାରଣ ହୋଇଛି।୬୦୦ କୋଟି ବ୍ୟୟରେ ୩ ଗ୍ରୀଡ୍ ସବ୍‌ଷ୍ଟେସନ୍ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍‌ ଲାଇନ୍‌ ମଧ୍ୟ ଲୋକାର୍ପଣ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes