୫ ପରୀକ୍ଷାର୍ଥୀ CBSE ଦଶମ ପରୀକ୍ଷାରୁ ବଞ୍ଚିତ

ପାରଳାଖେମୁଣ୍ଡି କାଶୀନଗର ସ୍ଥିତ ସ୍ମାର୍ଟ ପବ୍ଲିକ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଅଭିଯୋଗ କରି ଜଣେ ଛାତ୍ର ଓ ଅଭିଭାବକ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହେଲେ।

ଅଭିଯୋଗ ପାଇବା ମାତ୍ରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ। କିଛି ତ୍ରୁଟି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କହିଲେ DEO।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes