୫ ନୂଆ ମେଡିକାଲ କଲେଜ ଏବଂ ୫ ନୂଆ ବର୍ଣ୍ଣ ୟୁନିଟ୍ ଘୋଷଣା

ବଜେଟରେ ଗଜପତି, ମାଲକାନଗିରି, ରାୟଗଡ଼ାରେ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ୨ଟି ହୋମିଓପାଥି କଲେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୫ ନୂଆ ମେଡିକାଲ କଲେଜ ପାଇଁ ୧୪୦ କୋଟିର ପ୍ରସ୍ତାବ ରହିଛି।

ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଓ କ୍ୟାପିଟାଲ ହସ୍ପିଟାଲରେ ହେବ ୫ ନୂଆ ବର୍ଣ୍ଣ ୟୁନିଟ୍। ଏଥିପାଇଁ ୨୦୦ କୋଟି ବ୍ୟୟବରାଦ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes