୫ ଡ୍ୟାନ୍ସ ବାର୍‌କୁ କାରଣ ଦର୍ଶାଅ ନୋଟିସ

କଟକ ରୋଡ୍‌ରେ ଥିବା ୫ ବାର୍‌କୁ ଅବକାରୀ ବିଭାଗ ନୋଟିସ୍ କରିଛି।

ବାର୍‌ରେ ଟଙ୍କା ଉଡ଼ାଉଥିବା ପ୍ରମାଣ ପରେ ସୋ’ କଜ୍‌ ନୋଟିସ୍ ଜାରି କରିଛି। ନାଇଟ୍ କ୍ଲବ, ପବ୍‌ରେ ବି ରେଡ୍‌ ପାଇଁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes