୫୬ ଲକ୍ଷର ବ୍ରାଉନସୁଗର ଜବତ, ୪ ଗିରଫ

ଖୋର୍ଦ୍ଧା ଜିଲ୍ଲା ତୋଟାପଡ଼ା ଛକରୁ ୫୬୦ ଗ୍ରାମ ବ୍ରାଉନସୁଗର ଜବତ ପୁଲିସ।

ଏହା ସହ ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ ନେଇ ଏସପି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes