୫୦ କୋଟିର ଠକେଇ ଅଭିଯୋଗରେ ପୋଷ୍ଟମାଷ୍ଟରଙ୍କୁ ନିଲମ୍ବିତ ଝରିଗାଁ ସବ୍ ପୋଷ୍ଟ ଅଫିସର ତତ୍କାଳୀନ ସବ୍ ପୋଷ୍ଟମାଷ୍ଟର ଗୌରାଙ୍ଗ ସରକାରଙ୍କୁ ନିଲମ୍ବନ କଲେ ଡାକ ଅଧୀକ୍ଷକ।
କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ଗୌରାଙ୍ଗ।କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହୋଇଥିଲା ଠକେଇ। ସରକାରୀ ଯୋଜନାର ଡିବିଟି ପାଣ୍ଠିର ଆତ୍ମସାତ ଅଭିଯୋଗ ହୋଇଥିଲା।