୫୦ରୁ ଅଧିକ ଥର ରକ୍ତ ଦାନ କରିଥିଲେ ଡମ୍ବରୁଧର

ଆଜି ସନ୍ଧ୍ୟାରେ ପରଲୋକ ଗମନ କରିଥିବା ସୋହେଲାର ଜଣାଶୁଣା ସାମ୍ବାଦିକ ଡମ୍ବରୁଧର ରଣା କେବଳ ସାମ୍ୱାଦିକତା ପାଇଁ ନୁହେଁ ରକ୍ତଦାନ ପାଇଁ ମଧ୍ୟ ଅଞ୍ଚଳରେ ପ୍ରସିଦ୍ଧ ଥିଲେ।

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ରଣା ପ୍ରାୟ ପଚାଶରୁ ଉର୍ଦ୍ଧ୍ବ ଥର ରକ୍ତ ଦାନ କରି ଅନେକ ଲୋକଙ୍କୁ ନୂଆ ଜୀବନ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes