୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଉଦଘାଟିତ

ବଲାଙ୍ଗିର, ବାଲେଶ୍ୱର, ବାରିପଦାରେ ୬୫୦ ଶଯ୍ୟାର ହସ୍ପିଟାଲ ଏବଂ ସୁନ୍ଦରଗଡ଼ ଓ କେନ୍ଦୁଝରରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

୪ଟି ମେଡିକାଲ କଲେଜ ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes