୫ଟିରେ ରୂପାନ୍ତରିତ ପରେ ସ୍କୁଲ ପରିସର ଦେଖିଲେ ଅଧିକାରୀ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କେଉଟିପାଲି ହାଇସ୍କୁଲ ସରକାରଙ୍କ ୫ଟିରେ ସାମିଲ ହେବା ପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଆଜି ଉଲୁଣ୍ଡା ବିଡ଼ିଓ ହେମସାଗର ଭୋଇ ସ୍କୁଲ ପରିଦର୍ଶନ କରିଥିଲେ ।

ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ, ସ୍ଥାନୀୟ ସରପଞ୍ଚ, ସରକାରୀ ଯନ୍ତ୍ରୀ, ସ୍କୁଲ ପରିଚାଳନା କମିଟି ସଭାପତି ସାମିଲ ହୋଇ ନିର୍ମାଣ ଉପରେ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes