୨୦୨୭ ସୁଦ୍ଧା ପୁରୀ, ପାରାଦୀପ, ଭୁବନେଶ୍ୱର, କଟକକୁ ନେଇ ହେବ ‘କମନ ଇକୋନୋମିକ୍ ଜୋନ୍’। ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।
ଏହିଠାରୁ ହିଁ ରାଜ୍ୟ ଅର୍ଥନୀତିର ୩୩ ପ୍ରିତିଶତ ଆସିବ କହିଛନ୍ତି ମୁଖ୍ୟ ଶାସନ ସଚିବ।
Credible Local News of Odisha