୪ ବର୍ଷ ଅନ୍ତରରେ ନିଜର ୨ ଛୁଆଙ୍କୁ ହତ୍ୟା କଲା ମା’

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ନମକାନି ଜୁଆଙ୍ଗସାହିରେ ମା’ର ଏହି ବୀଭତ୍ସ କାଣ୍ଡ ଘଟିଛି।

୪ ବର୍ଷ ତଳେ ନିଜର ବର୍ଷକର ଝିଅକୁ ପାଣିରେ ବୁଡ଼ାଇ ମାରିଥିଲା ମାଆ।ଆଜି ୨୦ ଦିନର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ସଂପୃକ୍ତ ମହିଳା ପ୍ରଥମ ଶିଶୁକୁ ହତ୍ୟା କରି ଜେଲ୍ ଯାଇଥିଲେ। ୨ ବର୍ଷ ଜେଲରେ ରହି ଫେରିଲା ପରେ ପୁଣି ପୁଅକୁ ମାରି ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes