୪ ବନ୍ଧୁକ ୧୨ ରାଉଣ୍ଡ ଗୁଳି ଜବତ

କଟକ ଜଗତପୁର ଅଞ୍ଚଳରୁ ୩ ବନ୍ଧୁକ ବେପାରୀକୁ ଗିରଫ କରିଛି ପୁଲିସ।

୪ ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ କଲା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes