ବାହାର ରାଜ୍ୟକୁ ବାଲି ରପ୍ତାନୀ ନେଇ ଗୃହରେ ଖଣି ମନ୍ତ୍ରୀ କହିଛନ୍ତି, କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ାରୁ ଆଣ୍ଡାମାନକୁ ଯାଉଛି ବାଲି।
ଗଜପତି ଓ ରାୟଗଡ଼ାରୁ ଆନ୍ଧ୍ର ପ୍ରଦେଶକୁ ବାଲି ରପ୍ତାନି ହେଉଛି ଏବଂ ଯାଜପୁରରୁ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ବି ରପ୍ତାନୀ ହେଉଛି ବାଲି।
Credible Local News of Odisha