ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୁଲିସ ଥାନା ସାମନା ଦେଇ ଯାଉଥିବା ଏକ ଟ୍ରକରୁ ୪ କ୍ଵିଣ୍ଟାଲ ୩୧ କିଲୋ ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
Credible Local News of Odisha