୪ କ୍ବିଣ୍ଟାଲ ଗଞ୍ଜେଇ ଜବତ; ୧୦ ଗିରଫ

କଳାହାଣ୍ଡି ଜିଲ୍ଲା ପ୍ରତାପପୁର ନିକଟରୁ ୪ କ୍ବିଣ୍ଟାଲ ଗଞ୍ଜେଇ ସହ ତିନିଟି ଗାଡି଼ ଜବତ କରିଛି ପୁଲିସ।

ଆନ୍ଧ୍ରପ୍ରଦେଶରୁ କଳାହାଣ୍ଡିକୁ ଗଞ୍ଜେଇ ଚାଲାଣ ବେଳେ ଧରିଛି ଜୟପାଟଣା ପୁଲିସ। ଗିରଫ ୧୦ ଜଣ ବ୍ୟକ୍ତି କୋକସରା, ଜୁନାଗଡ଼, କୁଟୁରୁ ଅଞ୍ଚଳର ହେଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version