୪ କୋଟି ଠକେଇ ଅଭିଯୋଗରେ ୨ ଜଣ ଗିରଫ

ବାସ୍ତବ ଇଣ୍ଡିଆ ଟ୍ରଷ୍ଟ’ର ଫିଲ୍ଡ ଅଫିସର ନିଶିକାନ୍ତ ଯଶୱାଲ୍ ଓ ପ୍ରୋଜେକ୍ଟ ଇନଚାର୍ଜ ଅମର ଧନୀଶଙ୍କୁ ଗିରଫ କରିଛି ଇଓଡବ୍ଲୁ।

ରାଞ୍ଚିରୁ ୨ ଜଣଙ୍କୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଉଛି। ୨୦୨୨ରେ ବମିଖାଲରେ ଅଫିସ ଖୋଲି ଠକେଇ କରିଥିବା ଅଭିଯୋଗ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes