୪ କୋଟି ଟଙ୍କାର ମାରିଜୁଆନା ଜବତ

ବ୍ୟାଙ୍କକରୁ ଭୁବନେଶ୍ୱର ଆଣିବା ବେଳେ ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଜବତ କଲା ଡିଆରଆଇ। ଚୋରା ଚାଲାଣ ଅଭିଯୋଗରେ ୨ ଜଣକୁ ଅଟକ ରଖିଛି ଡିଆରଆଇ।

ଅଟକ ପୁରୁଷ ଓ ମହିଳାଙ୍କୁ ପଚରାଉଚରା ଜାରି ରଖିଛି ଡିଆରଆଇ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes